by Reeta aparajeeta Mohanty ✓ · 18 Dec 2020
ହେଲେ ବଢିଥିବା ହାତକୁ ମୁଁ ପୁଣି ଫେରେଇନିଏ ପ୍ରଜାପତିଙ୍କ ମନଖୋଲା ହସ ଦେଖି ଗୋଲାପ ତୋଳିଲେ ମୋ ହାତରେ ତା ହାତର କଣ୍ଟା ହୁଏ ଫୋଡି ସେ ହୁଏତ ମୋ ସହ ଯିବା ପାଇଁ ମନ ଭିତରୁ ରାଜି ନଥାଏ।
Loading comments…
Loading comments…