by Samar Ballav Bhoi ✓ · 17 Dec 2020
ଯିଏ ଥରେ ଦେଖେ ତୁମ ସୌନ୍ଦର୍ଯ୍ୟ ଚାତୁରୀ ପ୍ରେମରେ ହୋଇଯାଏ ଜାଗ୍ରତ ପ୍ରହରୀ ତୁମ ଦେହ କଣ୍ଟା ଲାଗେ ଅତି ଭୟଙ୍କରୀ ତଥାପି ତୁମେ ଅଟ ପ୍ରେମ ବିଶ୍ୱାସ ସୁନ୍ଦରୀ
Loading comments…
Loading comments…