by Amita Dash ✓ · 18 Dec 2020
ଆଜି କଣ୍ଟକିତ ପଥକୁ ଡେଇଁଲେ ଗୋଲାପ ପରି କୋମଳ ସ୍ପର୍ଶର ଅନୁଭବ ପାଇବୁ କାଲି। ଘଡ଼ିଏ ଗୋଲାପ ବଗିଚାରେ ବସି ପଡିଲେ ମିଳେ ଅପୂର୍ବ ଶିହରଣ ଆଉ ଅହେତୁକ ଶାନ୍ତି।
Loading comments…
Comments
Loading comments…