by Prafulla Chandra Mishra ✓ · 16 Dec 2020
କଅଁଳ ଦେହେ ଗୋଲାପି ରଙ୍ଗ ମନ କରଇ ଉତ୍ତଳା ପୀରତି ଜାଲେ ଦେଇଛୁ ବାନ୍ଧି ନପଡେ ଆଖି ପିଛୁଳା ତୋ ରୂପ ଦେଖି ମନରେ ଜାଗେ ଈଶ୍ୱରୀୟ ଜାଗରଣ ଗୋଲାପ ଫୁଲ ଅମୂଲ ମୂଲ ରଚୁ ନୈସର୍ଗିକ ପ୍ରେମ
Loading comments…
Loading comments…