by Madhabi Patel ✓ · 17 Dec 2020
କେତେ ସୁଖ ତୋ ଭାଗ୍ୟରେ। ଶୁଖିଗଲେ ତୁହି ବନୁରେ ଅତର। ସାର୍ଥକ ହୁଅଇ ତୋର ଜନମର। ଜୀବନ୍ତ ବା ମୃତ ସଭିଙ୍କ ଆଦର ମିଳେ ସଦା ସବୁବେଳେ।
Loading comments…
Loading comments…