by Gangotri Priyadarshini ✓ · 9 Sept 2020
ମୁଁ ଯାହା ଭାବୁଛି , ଯଦି ସେଇଆ ଲେଖା ଥାଏ ବହୁତ୍ ପୂର୍ବରୁ ଦୁହେଁ ପଢି ସାରିଛୁ ମନ ର କଥା ପୁଣି ଆଖିର ଭାଷା ।। ଖାଲି ଯାହା , ଦୁହିଁଙ୍କର ଦସ୍ତାବିଜ ର ସମ୍ମତି ଲୋଡା ପୁଣି କଣ ଏଣୁ ତେଣୁ ଭାବୁଛି ?? ଚିଠି ଟା ତ ଖୋଲି ଦେଖେ
Loading comments…
Loading comments…