by GAGAN KUMAR DASH ✓ · 1 Oct 2020
ଚତୁର୍ୟୁଗେ ତୁହି ପୂଜା ପାଉଅଛୁ ଗୋମାତା ନାମକୁ ବହି, ଦେବ ଓ ଦାନବ ନର ଓ କିନ୍ନର ସଭିଙ୍କୁ ପାଳୁଛୁ ତୁହି । ଚତୁଷ୍ପଦ ତୁହି କାମଧେନୁ ହୋଇ ଶିବଲିଙ୍ଗେ ଢାଳୁ ଖିର, ମହିମା ଅପାର କି ବର୍ଣ୍ଣିବି ମୁହିଁ ଜଗତେ ଜାଣନ୍ତି ନର ।
Loading comments…
Loading comments…