by Chittaranjan Nanda ✓ · 11 Jul 2021
ବାକ୍ୟ ଓ କର୍ମରେ ତୁମର ଥିଲା ସମାନତା ହୃଦୟ ଜଳୁଥିଲା ପାଇବାକୁ ସ୍ୱାଧୀନତା ଓଡିଆ ସାହିତ୍ୟ ପାଇଁ ଥିଲା ତୁମ ଚିନ୍ତା ତମର ସୃଷ୍ଟିର ସମ୍ଭାର ହେଉଛି କାରା କବିତା, ଅବକାଶ ଚିନ୍ତା, ଧର୍ମପଦ, ବନ୍ଦୀର ଆତ୍ମକଥା
Loading comments…
Comments
Loading comments…