by Abhakanta ✓ · 15 Jul 2017
ଗୋଟିଏ ମୁଦ୍ରାର ତୁମେ ଏକ ପାଖ ଅନ୍ୟ ପାଖ ମୁଁ ଗୋ ସହୀ, ଗୋଟିଏ ନିଦର ତୁମେ ଗୋ ସପନ ମୁଁ ଯେ ନିଦ ଗହୀରାଇ ।
Loading comments…
Loading comments…