by Bedanta Bagarty ✓ · 19 Dec 2021
ଅନ୍ୟ ପାଇଁ ଯଦି ଖୋଲିବୁ ଗାତ ତୁ ଭୁଲିଯାନା ସେ ଗାତରେ ଦିନେ ପଡିବୁ ତୁ ଏହି ମିଛ ସଂସାରରେ ଅଳ୍ପ କିଛି ଦିନ ହସ ଖୁସି ଆନନ୍ଦରେ ବିତି ଯାଉ ଏଜୀବନ ଘେନି ନିଅ ମିଠା ଭାଷାରେ ସଭିଙ୍କ ମନ
Loading comments…
Loading comments…