by pratap nayak ✓ · 13 Aug 2019
ସଘନ କୁହୁଡି ଜଡେଇ ରଖିବ, ଉଜୁଡା କିଆରି ହସୁଥିବ ତୋ ମୁହଁକୁ ଚାହିଁ, ଆଉ ତୁ ହସୁଥିବୁ କିରିକିରି ଚାହୁଁଥିବୁ ମତେ କେବେ ପୁଣି ଚାହୁଁଥିବୁ ଗର୍ଭିଣୀ ଆକାଶ ।
Loading comments…
Loading comments…