by Lokanath Rath ✓ · 4 Jul 2021
ନିଜ ସ୍ଵାର୍ଥେ ଅନ୍ଧ ହୋଇ ମାନବ ଆଜି କରୁଛି ଖେଳ, ସ୍ରଷ୍ଟା ର ସୃଷ୍ଟି କୁ ସେ ନଷ୍ଟ କରେ ଭାଙ୍ଗି ସବୁ ମେଳ. ଆଧୁନିକତା ର ଢାଲ ଧରି ପ୍ରକୃତିକୁ କରେ ଆକ୍ରମଣ, ବିଜ୍ଞାନ ର ପ୍ରୟୋଗ କରି ହୁଏ ତା କ୍ରୋଧର କାରଣ. ଯେବେ ପୁଣି କରେ ସେ ଶିଳ
Loading comments…
Loading comments…