by Suresh chandra Padhy ✓ · 10 May 2022
ତୁ ଥିଲେ ଧନ ବୈଭବ ଆସିବ ସକଳ ଦୁଃଖ ଯାଇ ସୁଖ ଆସିବ ଝିଅ ରୂପରେ ଆମେ ତୋତେ ପାଇଛୁ ଆମ ଗୃହ ଲକ୍ଷ୍ମୀକୁ ପାଇ ଚିନ୍ତା ଛାଡିଛୁ
Loading comments…
Comments
Loading comments…