by Parshuram Biswal ✓ · 16 Aug 2017
କାନ୍ଦୁଚିରେ ଜଗା ଉତ୍କଳ ଜନନୀ, ବହୁଚି ଲୋତକଧାର ଦେଶ ସ୍ୱାଧୀନତା ଅଡ଼ଷଠି ପରେ ଭାବି ପୁଅ କଥା ତା’ର ପାଞ୍ଚ-ସାତ ନୁହେଁ ତା ସନ୍ତାନ ଆଜି ଗରିବ ଏକ ନମ୍ବର ।
Loading comments…
Loading comments…