by Ashutosh prasad Mallik ✓ · 10 Jul 2019
ଦେଖ ମେଘ ରଜା ସୈନ୍ୟ ପରାକ୍ରମ କ୍ଷଣକେ ସାଜିଲେ ଗ୍ରୀଷ୍ମ କାଳ ଯମ ଛେଦି ତା'ର ତପ୍ତ ରଶ୍ମି ତରବାରୀ ହରିନେଲେ ତେଜ ଏବେ ନିସ୍ତେଜ ଗ୍ରୀଷମ ।
Loading comments…
Comments
Loading comments…