by ଓଡ଼ିଆ ଗଳ୍ପ ଓ କବିତା - ୧ ✓ · 4 Oct 2018
କମଳ ବିରହେ କରିବର ରହେ ମହାଗଗନ ଆଶ୍ରେ କରି। କର୍ଦ୍ଦମରେ ପଡ଼ି ଫେନମୁଖେ ରଡ଼ି ଛାଡ଼ନ୍ତି ଗନ୍ଧର୍ଗ ବଇରୀ। ସୁଜନେ, କୁଞ୍ଜ ଭିତରେ ପକ୍ଷୀମାନେ।
Loading comments…
Loading comments…