by Prafulla Chandra Mishra ✓ · 29 Apr 2021
ସପୁରୀ,ପଣସ,ଆମ୍ବ,ବେଲ ରସ ତରଭୁଜ ଭେଟି ଦେଇ ଗ୍ରୀଷମ ଆସିଛି ବିସମ ତା ରୂପ ଜଳ ଶୋଷି ନେବାପାଇଁ ଆଗାମୀ ବରଷା କୃଷକ ସପନ ସାକାର କରହେ ଋତୁ ତୁମ କାମ ୟେ ପରା ବିଧିର ବିଧାନ ।।
Loading comments…
Loading comments…