by Papu parida ✓ · 28 Apr 2021
ବିପଦ କାଳରେ ମିତ୍ରଟି ସାଥିରେ ଯେଉଁ ମିତ୍ରଟିଏ ନାହିଁ ତାକୁ ଯଦି ମିତ୍ରଗଣରେ ଗଣିବା ଶତ୍ରୁ ରହିବେ ଯେ କାହିଁ।। ପର ଆପଣାର ନିକଟ ଦୂରର ଯା ହୃଦେ ଜନମୁ ଥାଇ ତାକୁ ଯଦି ସମାଜସେବୀରେ ଗଣିବା ସ୍ୱାର୍ଥପର ରହିବେ କାହିଁ।।
Loading comments…
Loading comments…