by Ayushman Tripathy ✓ · 18 Sept 2020
ଜୀବନ ଯାମିନୀକୁ ସେ କରିଥାନ୍ତି ଦୂର ଅଟନ୍ତି ସେ ନବରକ୍ଷୀ ମହାନ ଧୀବର, ତାଙ୍କ କଣ୍ଠୁ ବେଦଜ୍ଞାନ ସର୍ବଦା ଝରଇ ଈଶ୍ୱରଙ୍କ ଈଶ୍ୱର ଯେ ଗୁରୁ ସେ ଅଟଇ
Loading comments…
Loading comments…