by Chinmaya Kumar Nayak ✓ · 19 Sept 2020
ଗୁରୁ ମହାଶକ୍ତିଶ୍ୱର, ଗୁରୁ ପୂର୍ଣ୍ଣ ନିର୍ବିକାର ଘୋର ଶର୍ବରୀରେ ଗୁରୁ ପୂର୍ଣ୍ଣ ଶଶାଙ୍କ ତବ କୃପା କଟାକ୍ଷରେ, କର୍ମର ବନ୍ଧନ ଛିଡ଼େ ସମାହିତ ହୁଏ ସର୍ବ ଅଛିଣ୍ଡା ଅଙ୍କ
Loading comments…
Comments
Loading comments…