by Prabhati Mahapatra ✓ · 17 May 2021
ସେହି ସତ ବୁଦ୍ଧି କରେ ଆମ୍ଭେ ସିଦ୍ଧି ଗୁରୁ ମାତା ଆଶିଷରୁ ମାତା ପରି ସ୍ନେହ ନିରନ୍ତର ବର୍ଷି ବର୍ଦ୍ଧିତ କରାନ୍ତି ଚାରୁ । ଗୁରୁ ଦଣ୍ଡ ବେଳେ ଗୁରୁମାତା କୋଳେ ଲଭିଛୁ ଶୀତଳ ଛାୟା କେତେ ସ୍ନେହ ବୋଳି ଉଦାରତା ଢାଳି ନିବିଡେ ଲଗାନ୍ତି ମାୟ
Loading comments…
Comments
Loading comments…