by Binata Mohanta ✓ · 7 Sept 2021
ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଜୀବନ ଗଠନର ପ୍ରଶିକ୍ଷକ ।। ଶ୍ରେଣୀ କକ୍ଷରେ ହୋଇ ଉପସ୍ଥିତ ଅନ୍ୱେଷଣ କରନ୍ତି ଗୁଣ ଲୁକ୍କାୟିତ ।। ଗୁରୁଙ୍କ ଦୃଷ୍ଟିରେ ସଭିଏଁ ସମାନ ସଭିଙ୍କୁ ଦିଅନ୍ତି ଉଚିତ୍ ପ୍ରଶିକ୍ଷଣ ।।
Loading comments…
Comments
Loading comments…