by Kalyani Nanda ✓ · 13 Dec 2020
ଶିକ୍ଷକ ତୁମେ, ଦେଖାଅ ସଦା ସତ୍ୟର ପଥ, ଶିଷ୍ୟ ହୁଏ ଧନ୍ୟ,ପାଇ ତୁମ ସତ୍ୟ ଉପଦେଶ, ଜୀବନ ନୁହଇ ସୁଗମ୍ୟ,ଜୀବନ ପଥ ଯେ କଣ୍ଟକିତ, ହାତ ଧରି ଦେଖାଇ ଦିଅ ଯେ ପଥ ଅଟେ କୁସୁମିତ।
Loading comments…
Comments
Loading comments…