by Amit Bal ✓ · 18 Nov 2020
କାହିଁସେ ତେଜୋମୟଜ୍ୟୋତି,ଗୁରୁକୁଳ ପରମ୍ପରା ରୀତିନୀତି ଶତ ସହସ୍ର ବର୍ଷର ତପସ୍ୟା ସହ,ଧରାଶାୟୀ ସବୁସେ ପ୍ରବୃତ୍ତି, ଗୁରୁଶିଷ୍ୟ ପରମ୍ପରା,ପ୍ରଜ୍ଜ୍ଵଳିତ ଅଗ୍ନିମୁଖେ ଆଜି ପତଙ୍ଗ ପ୍ରାୟ ନା ଅଛି ଶିଷ୍ୟ କାନ୍ଧେ ଧୈର୍ଯ୍ୟଶକ୍ତି ନା ଗୁରୁପାଶେ
Loading comments…
Loading comments…