by Dr Subas Chandra Rout ✓ · 5 Jan 2021
ଗୁରୁ ଯାହାର ଅନ୍ଧ ଥାଆନ୍ତି, ତା ଶିଷ୍ୟ ଜନ୍ମରୁ ଅନ୍ଧ, ଅନ୍ଧ ଅନ୍ଧକୁ ପଥ ଦେଖାଏ, ଦୁହେଁ କୂପରେ ପତିତ । ବୁଡ଼ୁଥିଲି ମୁଁ ଉଦ୍ଧୃତ ହେଲି, ଗୁରୁ ଉର୍ମି ଟେକି ଦେଲା, ଡିଆଁ ମାରି ମୁଁ ପଳାଇ ଗଲି, ପଛେ ନାବ ଭଗ୍ନ ହେଲା ।
Loading comments…
Comments
Loading comments…