by Bijaya Kumar Swain ✓ · 29 Jul 2021
ପିତା ପରାଶର ମାତା ସତ୍ୟବତୀ ଅଙ୍କେ ଜନମ ଲଭିଲ୍ କୃଷ୍ଣ ଥରେ ଭଳି ରଖି ସଦା ମାଟି ଦିତିକୃଷ୍ଣ ବୋଲାଇଲ। ବ୍ୟାସ କହୁଥିଲେ ଗଣେଶ ଲେଖିଲେ ମହାଭାରତ ର ଗାଥା ସଂସ୍କୃତ ଭାଷାର ଅମୂଲ୍ୟ କଥା ଏ ଲୋକ ମୁଖେ ଅଛି କଥା।
Loading comments…
Loading comments…