by Subhasree Mishra ✓ · 1 Sept 2020
ଆସ ତୁମେ ସାଥେ ନେଇ ମୋ ପରମେଶ୍ଵର କଜ୍ଜଳସମ ଅନ୍ଧକାରେ ଜୀବନେ ମୋର ଜଳାଅ, ଜଳାଅ ତୁମ ଆଲୋକର ବର୍ତ୍ତିକା, ଜନ୍ମ ଜନ୍ମ କରୁଣ ନେତ୍ରେ କରିଦିଅ ଚମକର ଧାର ।
Loading comments…
Loading comments…