by Chinmaya Kumar Nayak ✓ · 10 May 2022
ଶ୍ରାବଣ ସେଦିନ ପାଦେ ପାଦ ଛନ୍ଦି ମନ ଭରି ଏଠି ନାଚିଥିଲା, କୃଷ୍ଣଚୂଡ଼ା ତାର କବରୀ ଫିଟାଇ କେଶ ମୁକୁଳାଇ ଦେଲା ପରେ ହାଏ ସେ ଆଖି, ହାଏ ସେ ଆଖିର ନିରବ ସମ୍ବାଦ ଉଲ୍ଲାସରେ ସବୁ ବର୍ଣ୍ଣିଥିଲା।
Loading comments…
Loading comments…