by Priyadarsini Das. ✓ · 15 Oct 2020
ଆତ୍ମସମ୍ମାନ ଭରା ଫୁଲଟି ଫିଙ୍ଗି ବି ପାରୁନି ସ୍ୱପ୍ନ ମୁଠାକୁ କି ଗୋଟାଇ ପାରୁନି ଶକ୍ତି ସଳଖି ଛିଡା ହେବାକୁ ଏ ତ ଏକ ନିଦର୍ଶନ ଦୁର୍ବଳ ଉପରେ ସବଳର ଅତ୍ୟାଚାରର
Loading comments…
Comments
Loading comments…