by Abhakanta ✓ · 24 Aug 2017
ଧୈର୍ଯ୍ୟ ଧରିଛି ମୁଁ ଧରିବି ଯେଯାଏ ଧରା ଧରାଇନି ଧ୍ରୁବସତ୍ୟକୁ ଆଶା ଆଢୁଆଳୁ ଆବାଜ ଆସଇ ଆସିବ ଅରୁଣ ଆଣି ତତ୍ତ୍ୱକୁ, ତେବେ ସେଯାଏ, ହାରିଯାଇଥିବା ମଣିଷଟିଏ ମୁଁ ହାରିଯାଇଥିବା ମଣିଷଟିଏ ।
Loading comments…
Comments
Loading comments…