ଉଚ୍ଚ ପରଵତ ଦୂରକୁ ସୁନ୍ଦର ନଣ୍ଡା ପରଵତ କେଵେ ନୁହେଁ କାହାର ଭରସା କରି ଥିଲି ଯାହାକୁ ସିନ୍ଦୂର ଵେପାରୀ ଵୁଝିଲାନି ମୋ' ମନକୁ ଵେପାରୀ ହେଇ ଲାଭ ଦେଖିଲା ଖାଇବା ଥାଳିକୁ ଫିଙ୍ଗି ସେ' ଦେଲା କେବେ କମିଵ ନାହିଁ ସ୍ନେହ, ମମତା ରହିଥିଵ ଚିରନିରନ୍ତର , ସ୍ନେହ ତା' ପାଇଁ ଅମର ଗହଳିରେ ହାତ ଛାଡ଼ି ସେ' ଦେଲା , ହାତ ଧରି ଥିଲି ଯାହାର ।
Loading comments…