ମୋ ହାତର ଲେଖା
ମୋ ଜାତକ ଲେଖା
ମୋ ମଥାର ଲେଖା
ମୋ ଭାଗ୍ୟ ଲେଖା
ମୋ ପାଇଁ ପ୍ରିୟା ତୁମ ପାଇଁ ପ୍ରିୟା ସବୁ ବଦଳାଇ ଦେବି
ଯଦି ତୁମେ ଚାହିଁବ
ମୋ ହାତ ଧରିବ
ମରିବା ଯାଏ ସାଥି ହୋଇ ରହିଥିବା
ଲେଖକ-ବଳରାମ ତରାଇ, ଖୋର୍ଦ୍ଧା ଫୋନ-9937014646
ମୋ ହାତର ଲେଖା
ମୋ ଜାତକ ଲେଖା
ମୋ ମଥାର ଲେଖା
ମୋ ଭାଗ୍ୟ ଲେଖା
ମୋ ପାଇଁ ପ୍ରିୟା ତୁମ ପାଇଁ ପ୍ରିୟା ସବୁ ବଦଳାଇ ଦେବି
ଯଦି ତୁମେ ଚାହିଁବ
ମୋ ହାତ ଧରିବ
ମରିବା ଯାଏ ସାଥି ହୋଇ ରହିଥିବା
ଲେଖକ-ବଳରାମ ତରାଇ, ଖୋର୍ଦ୍ଧା ଫୋନ-9937014646
Loading comments…