by Parshuram Biswal ✓ · 20 Jul 2017
ନନ୍ଦିଘୋଷେ ଡାକି କହେ କଳାକହ୍ନେଇ ରେ ଓଡ଼ିଆ ! ତୁ କି ନିଦେ ପଡ଼ିଲୁ ଶୋଇ ? ଜାଭା, ସୁମାତ୍ରା ବେପାର ଭୁଲି କି ଗଲୁ କୁମର କାଲି ଥିଲୁ କାହିଁ, ଆଜି ଅଛୁ ତୁ କାହିଁ ?
Loading comments…
Loading comments…