by Pramila Mohanty ✓ · 5 Aug 2020
ଆଳୁ ସାରୁ କନ୍ଦମୂଳ ନାଲି ଟହଟହ ଟମାଟ କିଣିଲେ ବାପା ସଜନା ଶାଗ କିଣିଲେ ସଉଦା ଲଙ୍କା ଡାଲି ତେଲ ଲୁଣ ଦେଖିଲି ଖୋଲା ପଡିଛି ଲୁଗା ଦୋକାନ ହୋଇଛି ଟଙ୍ଗା ଶାଢୀ ନାନା ରକମ
Loading comments…
Loading comments…