by GAGAN KUMAR DASH ✓ · 3 Oct 2020
ଦେଖା ଦେଖି ହୁଏ ବନ୍ଧୁ ସଖା ମିଳେ ହାଟରେ ଗପିବା ପାଇଁ, ଜୀବନ କାହାଣୀ କିଏ ବଖାଣଇ କିଏ କାନ୍ଦେ ଦୁଃଖ କହି । ହାନି ଲାଭ ଅଛି ହାଟ ବଜାର ରେ ଦେଖି ବେପାର ବଣିଜ, ସେ କରେ ଉନ୍ନତି ବ୍ୟବହାର ଦେଖି ସେ ଜାଣେ ଲାଭ ମଉଜ ।
Loading comments…
Comments
Loading comments…