by Ashok Moharana ✓ · 3 Oct 2020
ଭୋକ ଶୋଷରେ ତ ହଂସା ଉଡିଯାଏ ପେଡାଲ ମାରନ୍ତି ଅଜା କେଁ କେଁ କରି ଦଦରା ଗାଡି ଟା ଚଙ୍କୁନି ସହଜେ ଯମା।। ଦିଟା ବେଳକୁ ଅଜା ପହଞ୍ଚିଲେ ଝାଳ ସର ସର ହୋଇ ଡ଼ାକ ପକାଇଲେ ପିତଳ ନୟନା ଆସ ପାଣି ନୋଟେ ଧରି।। ତଣ୍ଟି ଶୁଖିଲାଣି ମୁଣ୍ଡ ବୁଲାଉଛ
Loading comments…
Loading comments…