by Satyabati Swain ✓ · 24 Oct 2021
ଭିଡ଼ ଏଠି ଖାଲି ଭିଡ଼ ପିଟା ପିଟି ମାଡ଼ ଗୋଳ ଆଲୁଅରେ ଝଲସୁଛି ସାରା ସଂସାର ଅନ୍ଧାରରେ ମୁଁ କିନ୍ତୁ ଚାଲଇ ଏକା ; ତୁମକୁ ଆଶ୍ରା କରିଛି ଏ ହୃଦୟ ଅରପିଛି ବିଶ୍ୱାସ ଦୀପ ଜାଳୁଛି ତୁମେ ଥିବ ସାଥେ ମୋର ହେ ବିଶ୍ୱ ବିଧାତା !
Loading comments…
Comments
Loading comments…