by Prafulla Chandra Mishra ✓ · 10 Sept 2018
ତୁମେ ଦୟାର ସାଗର ଦୟାନିଧି ନାମ ପତିତ ତାରଣେ ନାମ ପତିତପାବନ • ସହନଶୀଳତା ପଣେ ଶ୍ରୀବତ୍ସ ଲାଞ୍ଛନ ଦୁଃଖୀ ଜନର ସଂଗାତ ହେ ରମାରମଣ
Loading comments…
Loading comments…