by Baijayantimala Rout ✓ · 22 Jul 2019
ହେ ବରଷା, ତୁମ ଆଗମନେ ଚମକି ଉଠେ ଗଗନ, ମୃଦୁ ମୃଦୁ ହୋଇ ଭାସି ଆସେ ପବନ । ସତେବା ତୁମକୁ ସ୍ବାଗତ କରୁଛି ସେଇ, ବାଣ ରୋଷଣୀର ଆଲୋକ ସମ୍ଭାର ନେଇ ।
Loading comments…
Comments
Loading comments…