by Anirudha Kund ✓ · 20 Jan 2021
ଅଶାନ୍ତ ସାଗରେ ଢେଉର ପ୍ରହାରେ ତିନ୍ତେନି ତୁମରି ଦେହ ଓଦା ସରସର ହୋଇ ଯାଅ ତୁମେ ଗଡିଲେ ଲୁଣିଆ ଲୁହ ତୁମ ଲୀଳା ପ୍ରଭୁ ଅଡୁଆ ସୂତା ଗୋ କିଏ ବା ପାଇବ ଖିଅ
Loading comments…
Loading comments…