by Banabihari Mishra ✓ · 19 May 2019
ସଚରାଚରର ତୁମ ବିନା ନାହିଁ ଗତି ତୁମେ ହିଁ ତ ଆଶ୍ରା ଅଟ ହେ ଜଗତପତି ତୁମେ ସତ୍ୟ ତୁମେ ଶିବ ତୁମେ ହିଁ ସୁନ୍ଦର ତୁମେ ସାରା ବ୍ରହ୍ମାଣ୍ଡର ସୃଷ୍ଟି ଲୟ ସ୍ଥିତି
Loading comments…
Loading comments…