by Prasanta kumar Mohanty ✓ · 12 Oct 2020
ରତ୍ନସିଂହାସନ ଛାଡି କେବେ ଥରେ ବୁଲିଦେଖ ତୁମ ସୃଷ୍ଟି ର ସଂସାର ରାସ୍ତା କଡେ କନ୍ୟା ଭୃଣ କାନ୍ଦେ ବଞ୍ଚିବାକୁ କରି ଆକୁଳ ଚିତ୍କାର ଜବାବ ଦିଅ ଇଶ୍ୱର ମୋ ପ୍ରଶ୍ନ ର ଝିଅ ବୋଲି କଣ ଫିଙ୍ଗାଯିବ
Loading comments…
Comments
Loading comments…