by Chandrakanta Nayak ✓ · 17 Oct 2021
ହସିଦେଇ ପଦେ କଥା କହୁଥିବେ ମିଛରେ ମିଛରେ ବେଦନା ଢାଳିଦେ ନିଜର ନ ହୋଇ ହେବେ ନିଜର । ଅରଣ୍ୟ ରୋଦନ ତୋ କଲା କରମ ଭାବଲେ ନିଜକୁ ଲାଗୁଛି ସରମ ଦରଦ ଅନ୍ତରେ ରହେ ନିରନ୍ତର ॥
Loading comments…
Loading comments…