by Priyadarsini Das. ✓ · 28 Oct 2020
ତୁ ପରା ଜାଣି ପାରୁ ମନ କଥା, ତୁ ପରା ପଢିପାରୁ ଅନ୍ତରର କଥା । ମାଗିବା ଆଗରୁ ପରା ତୁ ଦେଇଥାଉ, ଶୁଣିଛି ତୋର ଏ ଗାଥା ।
Loading comments…
Loading comments…