by Narayan chandra Senapati ✓ · 17 Jun 2019
ଆଜି ବି ମନେ ପଡେ ସେହି ସେବକ ବିନୋବାଙ୍କ ଭିକ୍ଷା ଜମିଖଣ୍ଡେ ଦିଅ ବାବୁ....ଏ ଭୂମିହୀନ ଦରିଦ୍ରଙ୍କୁ ଅସ୍ଥି ପିଞ୍ଜରା ଦେଖା ବାପୁଜୀଟା ଦେଶ ସେବା କରୁକରୁ ଗୁଳିଖାଇ ମରିଗଲା ସତ ହେଲେ ଭୁଲିଲାନି କହିବାକୁ ହସି ହସି ହେ ରାମ..
Loading comments…
Comments
Loading comments…