by Ramachandra Bhutia ✓ · 2 Sept 2021
ହେ କୃଷ୍ଣ, ଆଉଥରେ ଏ ଧାରା କୁ ଅବତରି ଆସ କିନ୍ତୁ କରିବନି ଆଉ କେଳି କିମ୍ୱା ଗୁପ୍ତରାସ ନାଶ କରିବାକୁ ହେବ ତୁମ୍ଭକୁ କଳି ର କଳୁଷ ।
Loading comments…
Loading comments…