by Santosh Pattnayak ✓ · 24 Apr 2020
ଘୋଡାଥାଟ ପରେ ପସିକି ରାଉତ ଦେଖାଏ ଘୋଡାର ଠାଣୀ ଗାୟକ ପାଳିଆ ଗାଉଥାନ୍ତି ଗୀତ ତାଳ ଦିଏ ରାଉତାଣୀ ଆରମ୍ଭେ ବନ୍ଦନା ମାଆ ବାସେଳି'ଙ୍କ ପରେ ରାଧାକୃଷ୍ଣ ଲୀଳା ଶିବ ପାର୍ବତୀଙ୍କ କାହାଣୀକୁ ନେଇ କୈବର୍ତ୍ତ ସଂହିତା କଳା
Loading comments…
Comments
Loading comments…