by Nibedita Mishra ✓ · 13 Jul 2019
ହେ ମୌସୁମୀ ଏଥର ଚିକିଏ ଜଲଦି ଆସିବ କୁଟୀରେ ନିଃସହାୟେ ଶଯ୍ଯାଶ୍ଯାୟୀ ରୋଗୀଣା ମାଆ, ବୁଦ୍ଧି ପାଉନାହିଁ ମୋର କୂଳକିନାରା ରି ରାହା। ତୁମ କୃପାବଳେ ଯଦି ମିଳେ କିଛି ଅର୍ଥରାଶି, ସେଇଟି ହିଁ ହେବ ତା' ଚିକିତ୍ସାର ଅନ୍ତିମ ସାହା।
Loading comments…
Loading comments…