by Trushna Das ✓ · 24 Dec 2020
ହେ ମେଘ, ତୁ ମେଣ୍ଟାଇ ଥାଉ ସମସ୍ତଙ୍କର ତୃଷ୍ଣା କରାଇ ବର୍ଷା ତୁ ପାରିବୁ କି ମେଣ୍ଟାଇ ମୋ ଜୀବନେ ପ୍ରେମ ତୃଷ୍ଣା ହୋଇ ତୁ ମୋ ପ୍ରେମର ସବାରି
Loading comments…
Comments
Loading comments…