by Jyotiranjan Acharya ✓ · 8 Mar 2019
ପଥେ ପଥେ ପଦେ ପଦେ କଣ୍ଟାର ଆଘାତ ହସ୍ତ ପଦ ଆଣ୍ଠୁ ଗଣ୍ଠି ହୁଏ ରୁଧିରାକ୍ତ ପ୍ରାଲବ୍ଧ ଓ କର୍ମଫଳ କେତେ ବାଧାବିଘ୍ନ, କୋଳେଇ ନିଅ ହେ ପିତା
Loading comments…
Loading comments…